ଭୂତଳ ରାସ୍ତାକୁ ନେଇ ଜାତୀୟ ରାଜପଥ ଅବରୋଧ

ଭୁବନେଶ୍ୱର : ଭୂତଳ ରାସ୍ତାକୁ ନେଇ ଭିଏସ୍‌ଏସ୍‌ ନଗରବାସୀଙ୍କ ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ର ରୂପ ନେଇଛି। ବାରମ୍ବାର ଅନୁରୋଧ, ଦାବି, ସ୍ମାରକପତ୍ର ପ୍ରଦାନ ଆଦି ସଫଳ ନ ହେବାରୁ ଆଜି ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବ ଘୋଷଣା ଅନୁଯାୟୀ ଆଜି ‘ଭୂତଳ ରାସ୍ତା ସଂଗ୍ରାମ ସମିତି’ ବ୍ୟାନରରେ ଭିଏଏସ୍‌ଏସ୍‌ ନଗର ସମେତ ୧୦ ଖଣ୍ଡ ମଉଜା ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିରୋଧରେ ନାରାବାଜି … Continue reading ଭୂତଳ ରାସ୍ତାକୁ ନେଇ ଜାତୀୟ ରାଜପଥ ଅବରୋଧ